ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ: ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ। ପୂର୍ବରୁ କରୋନା ଭୂତାଣୁ ଫୁସଫୁସ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଉଥିବା ନେଇ ଜଣା ପଡ଼ିଥିବା ବେଳେ ଏବେ କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ଜଣାଯାଇଛି। ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ୧୧ବର୍ଷୀୟା ନାବାଳିକାର କରୋନା ଭୂତାଣୁ ପାଇଁ ଦୃଷ୍ଟିଶକ୍ତି କମ ହୋଇଥିବା କଥା କହିଛନ୍ତି ଡାକ୍ତର। ଡାକ୍ତରଙ୍କ କହିବା ମୁତାବକ, କୋଭିଡ୍ -୧୯ ସଂକ୍ରମଣ ଦ୍ୱାରା … Continue reading ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଉଛି କରୋନା ଭୂତାଣୁ